ପଚାରୁଛି ବିଜେଡି, ଏ ଭିଡିଓ କାହିଁକି ଭାଇରାଲ କଲେ ମୋହନ ? || CM Mohan Majhi || Odisha MBBS Student Gangrape Case ||Odisha Reporter
ମୁଖ୍ୟମନ୍ତ୍ରୀଙ୍କ ଏହି ହୃଦୟସ୍ପର୍ଷୀ ପଦକ୍ଷେପକୁ ଗ୍ରହଣ କରିପାରୁନି ବିଜେଡି। ଆଜି ବିଜେଡି ତରଫରୁ ପ୍ରେସମିଟ୍ କରି ଟାର୍ଗେଟ କରାଯାଇଛି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ। ରାଜ୍ୟରେ ମହିଳାମାନଙ୍କ ଉପରେ ଅତ୍ୟାଚାର ବିଢିଛି। ବିଜେପି ପଶ୍ଚିମବଙ୍ଗ ଝିଅର କେସକୁ ନେଇ ମାର୍କେଟିଂ କରୁଛି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#MohanMajhi#WestBengal#Odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us