#ମୁଁ_ପ୍ରଥମ_Phd_ଟ୍ରାନ୍ସଜେଣ୍ଡର
ଉତ୍କଳ ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷାରେ ପିଏଚଡି ପାଇଁ ମନୋନୀତ ହୋଇଛନ୍ତି ତୃତୀୟ ଲିଙ୍ଗୀ ମହିଳା ଦୀପ୍ତି ମହାପାତ୍ର । ସମାଜରେ ତୃତୀୟ ଲିଙ୍ଗୀ ସମସ୍ୟା ଉପରେ ନିଜର ଅଧ୍ୟୟନ କରି ରଖିଥିବା ବେଳେ ଏହା ଆଗକୁ ନୂଆ ଦିଶା ଯୋଗାଇବ ବୋଲି ସେ କହିଛନ୍ତି । ସମାଜରେ ମହିଳା ଓ ପୁରୁଷଙ୍କ ଚାକିରିର ସୁଯୋଗ ଥିବା ବେଳେ ତୃତୀୟ ଲିଙ୍ଗୀଙ୍କ ମଧ୍ୟ ସମାନ ଅଧିକାର ରହିଛି । ପିଏଚଡି ହାସଲ କରିବା ପରେ ଜଣେ ପ୍ରଫେସର ହିସାବରେ ତୃତୀୟ ଲିଙ୍ଗିଙ୍କୁ ତାଙ୍କର ଗବେଷଣା ପ୍ରୟୋଗ କରାଯାଇ ପାରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#AcademicAchievement#InclusiveEducation#GenderEquality#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us