#ପ୍ରେମରେ_ଆଗରେ_ହାର_ମାନିଛି_ବୟସ
ପରିଣତ ବୟସ ଓ ପରିବର୍ତିତ ପରିସ୍ଥିତିରେ ବି ଯାହା ବଦଳି ଯାଏନା ତାହା ହେଉଛି ସାଶ୍ୱତ ପ୍ରେମ l ଏମିତି ଏକ ଚିରନ୍ତନ ପ୍ରେମର ମୂର୍ତ୍ତିମନ୍ତ ପ୍ରତୀକ ହେଉଛନ୍ତି ଆସିକା ବ୍ଲକ୍ ରୁଷିପୁର ଗାଁର ୮୫ ବର୍ଷୀୟ ମୋହନ ସ୍ୱାଇଁ ଓ ତାଙ୍କ ସ୍ତ୍ରୀ ଶଶୀ l ଉଭୟଙ୍କର ବାଲ୍ୟ ବିବାହ ହୋଇଥିଲା l ୟା ଭିତରେ ପ୍ରାୟ ୭୦ ବର୍ଷ ଅତିକ୍ରାନ୍ତ l ତଥାପି ଏ ପରିଣତ ବୟସରେ ପରସ୍ପରର ହାତ ଧରି ବାଟ ଚାଲୁଛନ୍ତି ଏହି ବୃଦ୍ଧ ଦମ୍ପତ୍ତି l
#LoveBeyondAge#ForeverTogether#beautifulbond#HeartwarmingStory#odishareporter
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us