ନେଇଆଣି ଥୋଇପାରିଲେନି ଚୋରି ବିଦ୍ୟା | Master Plan Of Insurance Fraud Exposed | Tamando Police | Odisha Reporter
ଜଣେ ଦୋକାନୀ ଭାଇଙ୍କ କଥା ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ ଆଉ ଭାବିବେ ଦୁନିଆରେ ଏମିତି ବି ଲୋକ ଅଛନ୍ତି। ଇନସୁରାନ୍ସ ଟଙ୍କା ହାତେଇବା ପାଇଁ ବାଲେଶ୍ବରରୁ ଭଡ଼ାଟିଆ ଲୁଟେରାଙ୍କୁ ଡାକିଥିଲେ। ଉଦ୍ଦେଶ୍ୟ ଥିଲା , ନିଜ ଦୋକାନରୁ ଲୁଟ କରାଇବା ପରେ 18 ଲକ୍ଷ ଟଙ୍କାର ଇନସୁରାନ୍ସ କ୍ଲେମ୍ କରିଥାଆନ୍ତେ। ସେହି ଟଙ୍କାରେ ଧାର କରଜ ସୁଝିବା ସହ ଦୋକାନ ଭଡ଼ା ବି ଦେଇଥାଆନ୍ତେ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#loot#bhubaneswar#Odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us