#କେଉଁ_ନ୍ୟୁଜ_ବାଲା_ଛାଡ଼ିଛନ୍ତି_ମୁଁ_ତ_ଦେଖିନି...
ହାତୀ ପାଇଁ ଶିଖରଚଣ୍ଡୀ ବନ୍ଦ। ଭୁବନେଶ୍ୱର ଶିଖରଚଣ୍ଡୀ ପାହାଡ଼ରେ ୨ ଦନ୍ତା ବୁଲୁଥିବାରୁ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ମନ୍ଦିର ପ୍ରବେଶ ଗେଟରେ ତାଲା ପକାଇଲା ବନ ବିଭାଗ, ପର୍ଯ୍ୟଟନ ଋତୁ ଥିବାରୁ ଶିଖରଚଣ୍ଡୀରେ ହେଉଥିଲା ପର୍ଯ୍ୟଟକଙ୍କ ଫେରି ଯାଉଛନ୍ତି ଖବର ପ୍ରତି ସାଧାରଣ ଲୋକ ଅବଗତ ନଥିବାରୁ ଆସି ଅସନ୍ତୋଷ ପ୍ରକାଶ କରୁଛନ୍ତି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#Odisha#ShikharachandiClosure#TouristSafety#TempleTourism#PublicSafetyMeasures#BhubaneswarTouristSafety#Elephant#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us