#ଜାଣିଶୁଣି_ତାଙ୍କୁ_ନ_ଉଠାଇବାକୁ_ଇରାନୀଙ୍କ_କଡ଼ା_ପରାମର୍ଶ
ଇରାନୀଙ୍କ ସମର୍ଥକଙ୍କ ଆକ୍ରମଣରେ ଆହତ ପ୍ରତ୍ୟୁଷାଙ୍କ ସମର୍ଥକ। ସିଧା ହସ୍ପିଟାଲରେ ଭର୍ତ୍ତି। ଚିକିତ୍ସା କେମିତି ଚାଲିଛି ତାହା ଦେଖିବାକୁ ହସ୍ପିଟାଲରେ ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ବରୀ। ଗତ 28 ତାରିଖରେ ବିଜେପିର ଇଟାମାଟି ମଣ୍ଡଳ ସଭାପତି ଶ୍ରବଣ କୁମାର ରାମଙ୍କୁ ଏକ ଗାଁ ବୈଠକରେ ଆକ୍ରମଣ ହୋଇଥିଲା l ଆକ୍ରମଣକାରୀ ବିଜେଡି ନେତ୍ରୀ ଇରାନୀ ରାୟଙ୍କ ସମର୍ଥକ ବୋଲି କୁହଯାଉଛି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#iraniray#odisha#NayagarhPolitics#Odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us