Advertisment

'ତାକୁ ହାଣିଦେଲେ ସାର୍' || Youth Murdered on NH-326 Near Kalimela Road || Malkangiri || Odisha Reporter

Advertisment

#ରାସ୍ତାକଡ଼ରେ_ପଡ଼ିଛି_ମୃତଦେହ
କାଲିମେଳା ରାସ୍ତାର ଏମଭି-୧୬ ଓ ଏମଭି-୧୭ ମଝିରେ 326 ଜାତୀୟ ରାଜପଥ କଡରେ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା । ଯୁବକ ଜଣକ ହେଲେ ଏମଭି-୧୬ ଗ୍ରାମର ଉତ୍ତମ ବିଶ୍ୱାସ । ଗତକାଲି ରାତି ୭ଟା ବେଳକୁ କାହା ସହ ମିଶିବାକୁ ଯିବାକୁ କହି ସେ ଘରୁ ବାହାରି ଥିଲେ। ଆଜି ସକାଳେ ପରିବାର ଲୋକେ ଏବଂ ସ୍ଥାନୀୟ ଲୋକେ ଖୋଜାଖୋଜି କରିବା ପରେ ଜାତୀୟ ରାଜପଥ କଡରେ ହିଁ କେହି ତାଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିବା ଦେଖିବାକୁ ମିଳିଛି ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#MalkangiriNews#kalimela#murdercase

Advertisment
India Crime News crime story Odisha NH 326 accident zone Odisha Viral News Malkangiri crime news Police Investigation Odisha Youth murdered Odisha latest Odisha news Odia news today Odisha breaking news Sharp weapon murder Highway murder India Odisha crime news Uttam Biswas murder MV 17 news MV 16 village news Kalimela road murder Brutal murder Odisha Odisha murder case NH 326 murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe