#କିସ୍_ଛାତ୍ର_ମୃତ୍ୟୁ: #ତଦନ୍ତ_ଦାବି_କଲେ_ବାପା
କିସ୍ ଛାତ୍ର ମୃତ୍ୟୁ; ଉପଯୁକ୍ତ ତଦନ୍ତ ଦାବି କଲେ ବାପା। ପୁଅର ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କଲେ ବାପା। ୩ ଫୁଟିଆ ଖଟରେ ଜୀବନ ହାରିବା ସମ୍ଭବ ନୁହେଁ। ମୁଁ କହିଥିଲି ମୁଁ ଗଲେ ମୋ ପୁଅକୁ ତଳକୁ ଓହ୍ଲାଇବ। କିନ୍ତୁ ମୁ୍ଁ ପହଞ୍ଚିବା ପୂର୍ବରୁ ତଳକୁ ଓହ୍ଲାଇ ଦେଇଥିଲେ। ମୋ ପୁଅ ତା ପୂର୍ବଦିନ ହସି ହସି ମା’ ସହ କଥା ହୋଇଥିଲା। ଏଭଳି ଜୀବନ ହାରିବାର କୌଣସି କାରଣ ନଥିଲା।
ଉପଯୁକ୍ତ ତଦନ୍ତ ହେଲେ ସବୁକିଛି ଜଣାପଡ଼ିବ- ମୃତ ଛାତ୍ରଙ୍କ ବାପା
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#Bhubaneswar#KISSStudentDeath#FatherDemandsJustice#ProperInvestigation#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us