#ସରକାରଙ୍କୁ_କରିବେ_ଖୋଲା_ପ୍ରଶ୍ନ
ଏସଆଇ ପରୀକ୍ଷା ଦୁର୍ନୀତି ଅଭିଯୋଗରେ ଶଙ୍କର ପୃଷ୍ଟି ଓ ମୁନ୍ନା ମହାନ୍ତି ଜେଲ ଗଲେ । 114 ପରୀକ୍ଷାର୍ଥୀ ବି ଧରା ପଡିଲେ । ଦୁର୍ନୀତି ପଛରେ ବଡ ବଡିଆଙ୍କ ସଂପୃକ୍ତି ଥିବାର ଟେର୍ ମିଳିଲା । କିନ୍ତୁ ଶେଷରେ ଆଶାୟୀ ପରୀକ୍ଷାର୍ଥୀ ପାଇଲେ କଣ । ଟପିଲାଣି ଧର୍ଯ୍ୟର ସୀମା । ଏଥର ସିଧା ରାସ୍ତାକୁ ଓହାଇବେ ପିଲା । ଦେଖାଇବେ ଶକ୍ତି ପଦର୍ଶନ
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#siexam#siscam#odishapolice#Odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
