Advertisment

ପ୍ରେମର ବାଜିରେ ଜିତିଗଲେ ବିଦେଶୀ ଝିଅ ମୁଣ୍ଡ ନୁଆଁଇଲେ ଓଡ଼ିଆ ପୁଅ | Foreign Girl Travels for Her Partner | OR

Advertisment

ପ୍ରେମର ବାଜିରେ ଜିତିଗଲେ ବିଦେଶୀ ଝିଅ ମୁଣ୍ଡ ନୁଆଁଇଲେ ଓଡ଼ିଆ ପୁଅ | Foreign Girl Travels for Her Partner | OR
ପ୍ରେମ ପ୍ରତାରଣାର ଅନେକ କାହାଣୀ ଭିତରେ ଏମିତି ଗୋଟିଏ ଗୋଟିଏ କାହାଣୀ ସାମ୍ନାକୁ ଆସେ, ଯାହା ପ୍ରେମ ଉପରେ ଆହୁରି ଭରସା ବିଶ୍ବାସ ବଢ଼ିଯାଏ । ଏ ପ୍ରେମୀ ଯୁଗଳଙ୍କ କାହାଣୀ ଶୁଣିଲେ , ଆପଣ ପ୍ରେମର ପରିଭାଷା ବୁଝିଯିବେ ଆଉ କହିବେ ଦୁନିଆରେ ଏମିତି ବି ପ୍ରେମିକା ଅଛନ୍ତି। ଆମ ରାଇଜ କି ଦେଶ ନୁହେଁ, ପ୍ରେମିକଙ୍କ ପାଇଁ ବିଦେଶରୁ ଧାଇଁ ଆସିଛନ୍ତି ପ୍ରେମିକା । ପ୍ରେମ କରି ଧୋକ୍କା ଦେବାର ଇରାଦା ନଥିଲା କି ପରଦେଶୀ ବୋଲି କହି ଆଡେଇ ଯିବାର ପ୍ରଶ୍ନ ବି ଉଠିନଥିଲା।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#ovebird#foreigner#lovebird#Odisha#OdishaReporter#TrueLoveStory#ForeignGirlfriend#IndiaLoveStory#RealLove#ViralStory

Advertisment
youtube trending india indian couple story foreigner in india Odisha Viral Story love without boundaries long distance relationship inspiring love story viral love story cross country love story emotional love story indian love story foreign girlfriend in india real love story true love story Odisha National News oriya news today odia khabar odia news live news in odia odisha reporter youtube national news in odia Odisha Reporter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe