ଧାନର ଅଭାବୀ ବିକ୍ରି, ସ୍ମାର୍ଟ ମିଟର ନାଁରେ ଶୋଷଣ, ଗାଡିରେ ପଲ୍ୟୁସନ ସାର୍ଟିଫିକେଟ ନାମରେ ଫାଇନ ଆଦାୟକୁ ବିରୋଧ କରି ଆଜି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆ ଯାଇଛି। ଏହାର ପ୍ରଭାବ ଭଦ୍ରକରେ ଦେଖା ଯାଇଛି । ଭଦ୍ରକ 16 ନମ୍ବର ଜାତୀୟ ରାଜପଥର ଗେଲପୁର ଛକରେ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ନବ ନିର୍ମାଣ କୃଷକ ସଂଗଠନ କର୍ମକର୍ତ୍ତା ।
#odishareporter#Odishabandh#nabanirmanakrushaksangathan
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
