Advertisment

ସରକାର ନିୟମ କଲେ ଆମର ଢୋ…|| Pollution Rules Ignored in Bhubaneswar || Odisha Reporter

author-image
Odisha Reporter

ସରକାର ନିୟମ କଲେ ଆମର ଢୋ…|| Pollution Rules Ignored in Bhubaneswar || Odisha Reporter
ଭୁବନେଶ୍ବରରେ ବାୟୁ ପ୍ରଦୂଷଣକୁ ରୋକିବା ଲାଗି କଟକଣା ଜାରି ହୋଇଛି। ହେଲେ କଟକଣାକୁ ଭୁବନେଶ୍ଵରରେ କେହି ମାନୁନଥିବା ଭଳି ଜଣା ପଡ଼ୁଛି। ସରକାରୀ କାର୍ଯ୍ୟାଳୟ ପରିସରରେ ଅଳିଆରେ ନିଆଁ ଲଗେଇ ଜାଳୁଛନ୍ତି । ରାତି ତମାମ ଓ ସକାଳ ପର୍ଯ୍ୟନ୍ତ ନିର୍ମାଣ କାମ ଜୋର୍ ସୋରେରେ ଚାଲୁଛି। ତାଦରଖ କିଏ କରୁଛି, କିଏ କଟକଣାକୁ ପାଳନ କରୁଛି ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#bhubaneswar#polution#Odisha#OdishaReporter

Advertisment
government action against pollution Bhubaneswar local news public reaction Bhubaneswar air pollution control Odisha Odisha civic news Bhubaneswar news today pollution issue Bhubaneswar environment rules Odisha Bhubaneswar government crackdown Odisha Latest News pollution control measures Odisha public ignores pollution rules Bhubaneswar government news pollution crackdown Bhubaneswar Odisha air pollution Bhubaneswar pollution news Odisha Reporter