#ଖାଲି_ସନ୍ତୋଷିନୀ_ନାଁ_ଟା_କହିଦିଅ_ତୁମକୁ_ଟଙ୍କା_ଦେଇଦେବି !
ପୂର୍ବତନ ଜେଲର ସନ୍ତୋଷିନୀ ଦାସ ଓ ବରିଷ୍ଠ ଅଧିକ୍ଷକ ସୁଜିତ କୁମାର ରାଉଳଙ୍କ ବିବାଦ ଭିତରେ ଏହି ଫଟୋକୁ ନେଇ ଜୋରଦାର ଚର୍ଚ୍ଚା। ଫଟୋରେ ରହିଛନ୍ତି ପୂର୍ବତନ କଏଦୀ ମାହାଙ୍ଗା ଅଂଚଳର ଇତିଶ୍ରୀ ମହାନ୍ତି ଏବଂ ବରିଷ୍ଠ ଅଧିକ୍ଷକ ସୁଜିତ କୁମାର ରାଉଳ। ଇତିଶ୍ରୀଙ୍କୁ ଜେଲରେ ହଜିଥିବା ତାଙ୍କ ସୁନା ଅଳଙ୍କାର ବଦଳରେ ଲକ୍ଷେ 90 ହଜାର ଟଙ୍କା ଦେଉଛନ୍ତି ଅଧିକ୍ଷକ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#chowdwarjail#Cuttack#santoshinidas#Sujitkumarroul#Tussle#jailissue
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us