#ରାସ୍ତାରେ_ବେପାର_କଲେ_ଛାଡ଼
#ଗାଡ଼ି_ରଖିଲେ_ଫାଇନ୍
ରାଜଧାନୀ ଭୁବନେଶ୍ବରର ସବୁଠୁ ବଡ ମାର୍କେଟ ଏରିଆ ଅଶୋକ ନଗର ଓ ବାପୁଜୀ ନଗର। ଦୋକାନକୁ ଲାଗିଛି ଦୋକାନ। ଖୁନ୍ଦାଖୁନ୍ଦି ହୋଇ ଚାଲିଛି ବେପାର। ହେଲେ ଦେଖନ୍ତୁ ଦୋକାନ ବାହାରେ ପାର୍କିଂ ଅଂଚଳର ଚିତ୍ର। ସବୁଠି ଠିଆ ହୋଇଛି ସାଇନ୍ ବୋର୍ଡ। ଆଉ ବାହାରେ ବି ଚାଲିଛି ବେପାର।
#OdishaReporter#bbsr_parkingissue#parkingtension#stictrule#parking#newrule_bbsr_parking
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us