Advertisment

‘ଡକାୟତଙ୍କୁ ଧରି ସମ୍ମାନିତ ହେଲେ IIC ଦୀପିକା’|| Dacoity Attempt Foiled at Midnight || Bhubaneswar || OR

author-image
Odisha Reporter

‘ଡକାୟତଙ୍କୁ ଧରି ସମ୍ମାନିତ ହେଲେ IIC ଦୀପିକା’|| Dacoity Attempt Foiled at Midnight || Bhubaneswar || Odisha Reporter
ଡକାୟତି ଉଦ୍ୟମ ପଣ୍ଡ ।6 ଜଣ ଡକାୟତ ଗିରଫ । ରାତି ଅଧରେ ଡକାୟତି ଯୋଜନା କରିଥିଲେ ଡକାୟତ।ଏୟାର୍ ଫିଲ୍ଡ ଥାନା ଅଞ୍ଚଳରେ କରିଥିଲେ ମେଳି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା କମିଶନରେଟ ପୋଲିସ । ଡକାୟତମାନଙ୍କ ନିକଟରୁ ମାରଣାସ୍ତ୍ର ଯାବତ। ଆରଣ୍ୟ ନଗର ଡୁପ୍ଲେକ୍ସ ଭିତରେ ଡକାୟତି ପାଇଁ ପ୍ରସ୍ତୁତ କରିଥିଲେ ବ୍ଲୁ ପ୍ରିଣ୍ଟ। ଏ ଘଟଣାରେ ‘ଡକାୟତ ମାନଙ୍କୁ ଧରିଥିବାରୁ ସମ୍ମାନିତ ହେଲେ IIC ଦୀପିକା।

Advertisment

Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

Advertisment

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#Bhubaneswar#Dacoits#Crime#Odisha#OdishaReporter#DacoityFoiled, #OdishaPolice, #BreakingNews, #CrimeNews, #Bhubaneswar,

iic deepika airfield weapon seized police latest odisha police news odia crime news night crime odisha duplex robbery plan aranya nagar dacoity Odisha Police Action dacoits arrested odisha Commissionerate police Odisha airfield police station bhubaneswar dacoity case Odisha crime news dacoity attempt foiled Odisha National News odia khabar odia news live ajira odia news today news ajira khabar odisha reporter youtube Odisha Reporter