Advertisment

IICଙ୍କୁ ମାଡ଼ || Balasore Police Assaulted During India-Pak Match ||Odisha Reporter

author-image
Odisha Reporter

#IICଙ୍କୁ_ମାଡ଼
ରାସ୍ତା ଅବରୋଧ କରି ଭାରତ ପାକିସ୍ତାନ ଖେଳ ଦେଖୁଥିବା ବେଳେ ପୋଲିସକୁ ମାଡ଼, ବାଲେଶ୍ୱର ଜିଲ୍ଲା ସୋର ଥାନାର ଆଇଆଇସି ସୁଦୀପ୍ତ କୁମାର ସାହୁଙ୍କୁ ମାଡ଼ l ସୋର କୋର୍ଟ ଛକ ବାପୁ ନୋଡାଲ ସ୍କୁଲ ଆଗରେ ରାସ୍ତା ଅବରୋଧ କରି କିଛି ଲୋକ ଖେଳ ଦେଖୁଥିଲେ, ସେହି ସମୟରେ ସୋର ଆଇଆଇସି ପେଟ୍ରୋଲିଂ କରୁଥିଲେ l ସେଠାରେ ପଂହଁଚି ରାସ୍ତା ଅବରୋଧ ଘଟଣା ପଚାରିବାରୁ ସେମାନଙ୍କ ସହିତ ଯୁକ୍ତତର୍କ ହୋଇଥିଲା l ପରେ ଜଣେ ବ୍ୟକ୍ତି ଆଇଆଇସିଙ୍କୁ ଗୋଟିଏ ଚାପୁଡ଼ା ପକାଇଥିଲେ l
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#Odisha#soro#IIC#attack

Advertisment
Odisha Law & Order Odisha Cricket Match Chaos Odisha Social Issues Crowd Violence Odisha Odisha Court Square Odisha Viral News Odisha Current Affairs India Vs Pakistan Road Block Odisha Police Assault Odisha Sudipta Kumar Soro Incident Baleshwar Police Odisha National News oriya news today news in odia odisha reporter youtube latest oriya news national news in odia Odisha Reporter odia news latest odia news Odisha News