#ପ୍ରବଳ_ଶୀତରେ_ଥରହର_କନ୍ଧମାଳ
ପ୍ରବଳ ଶୀତରେ ଥରହର କନ୍ଧମାଳ। ଜିଲ୍ଲାରେ 5 ଡିଗ୍ରୀ ତଳେ ରହିଛି ପାରଦ। ରାତିରେ ହାଡ଼ଭଙ୍ଗା ଶୀତରୁ ରକ୍ଷା ପାଇବାକୁ ଲୋକ ନିଆଁର ଆଶ୍ରୟ ନେଉଛନ୍ତି। ପ୍ରାୟ ସପ୍ତାହେ ହେଲାଣି ଜିଲ୍ଲାରେ ପ୍ରବଳ ଶୀତ ଲହରୀ ଜାରି ରହିଥିବା ବେଳେ ବର୍ତ୍ତମାନ ପାରଦ ତଳକୁ ତଳକୁ ଖସୁଛି । ଦିନ ତମାମ କୋହଲା ପାଗ, ସନ୍ଧ୍ୟାରେ ଶୀତର ପ୍ରକୋପ ବଢ଼ିବାରେ ଲାଗୁଛି।
#WeatherUpdate#Kandhamal#OdishaWeather#ColdWave#WinterChill#TemperatureDrop#DenseFog#SevereCold#OdishaReporter
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
