Advertisment

‘ଫେବୃଆରୀ ୧୨ ତାରିଖରେ ଭାରତ ବନ୍ଦ’ || Trade Unions Call Nationwide Protest || Odisha Reporter

author-image
Odisha Reporter

#ଫେବୃଆରୀ_୧୨_ତାରିଖରେ_ଭାରତ_ବନ୍ଦ
ଶ୍ରମ କୋଡ ରବ୍ଦ ଦାବିରେ ଆସନ୍ତା ଫେବୃୟାରୀ ୧୨ ତାରିଖରେ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି କେନ୍ଦ୍ରୀୟ ଟ୍ରେଡ ୟୁନିୟନ ମିଳିତ ମଞ୍ଚ। ମନରେଗା ଉଚ୍ଛେଦ କରି ନୂଆ ନାଁ ଦେବା, ଆମେରିକା ସହ ଚୁକ୍ତି କରି ଭାରତର ଚାଷୀଙ୍କ ଉତ୍ପାଦିତ ସାମଗ୍ରୀ ଓ କୃଷି ଅର୍ଥନୀତି ବାଧାପ୍ରାପ୍ତ ହେବ । ତେଣୁ ମୋଦି ସରକାରର ଶ୍ରମଜୀବୀଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ଆସନ୍ତା ୧୨ ତାରିଖରେ ଭାରତ ବନ୍ଦ କରାଯିବାକୁ ଡାକରା ଦେଇଛନ୍ତି।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#indiastrike#tradeunion#odisha#OdishaReporter

Advertisment
India Breaking News Modi government labour policy Workers protest India National strike India Odisha bandh news Bharat Bandh today MGNREGA issue Labour code protest Trade union strike India India Bandh news Bharat Bandh February 12 Odisha National News oriya news today odia khabar oriya samachar odia news live ajira odia news news in odia today news odisha reporter youtube national news in odia Odisha Reporter Odisha News