Advertisment

CAA ଅଧୀନରେ 35ଜଣଙ୍କୁ ଭାରତୀୟ ନାଗରିକତା | Odisha Reporter

author-image
Odisha Reporter

#୩୫_ଶରଣାର୍ଥୀଙ୍କୁ_ମିଳିଲା_ଭାରତୀୟ_ନାଗରିକତା
ନାଗରିକତା ସଂଶୋଧନ ଆଇନ,୨୦୧୯ ଅନୁଯାୟୀ ବିଭିନ୍ନ ଦେଶରୁ ଆସିଥିବା ୩୫ ଜଣ ଆବେଦନକାରୀଙ୍କୁ ନାଗରିକତା ପ୍ରମାଣ ପତ୍ର ପ୍ରଦାନ କରଯାଇଛି । ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ ପକ୍ଷରୁ ଭୁବନେଶ୍ୱର କୃଷି ଭବନରେ ନାଗରିକତା ପ୍ରମାଣ ପତ୍ର ପ୍ରଦାନ ଉତ୍ସବ ଆୟୋଜିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ଏଥିରେ ସାମିଲ ହୋଇ ପ୍ରମାଣପତ୍ର ପ୍ରଦାନ କରିଛନ୍ତି ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#CAA#Citizenship#identitycard#Bhubaneswar#Odisha#CM

Advertisment
Odisha Odisha Reporter Odisha News National News latest odia news odia breaking news national news in odia latest oriya news odisha reporter youtube today news news in odia ajira odia news odia news live oriya news today odia news oriya samachar ajira khabar odia khabar