#କଠୋର_କାର୍ଯ୍ୟାନୁଷ୍ଠାନ_ନେବୁ
ସାରା ଦେଶରେ ବର୍ତ୍ତମାନ ଇଣ୍ଡିଗୋ ବିମାନ ସଙ୍କଟ ଦେଖା ଦେଇଛି । ଶହ ଶହ ବିମାନ ବାତିଲ ହେବା ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଯାତ୍ରୀ । ସମସ୍ୟାକୁ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡ଼ୁ କିଞ୍ଜାରପୁ କହିଛନ୍ତି ଆମେ ଏକ କମିଟି ଗଠନ କରିଛୁ ଯାହା ଏସବୁର ତଦନ୍ତ କରିବ । ଏହା ଦ୍ୱାରା ସେମାନେ ଜାଣିପାରିବେ ଯେ କେଉଁଠାରେ ତ୍ରୁଟି ହୋଇଛି ଏବଂ କିଏ ଭୁଲ କରିଛି । ଆମେ ଏହା ଉପରେ ମଧ୍ୟ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛୁ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#CivilAviationMinister#rammohannaidukinjarapu#indigo#FlightCancellation
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
