Advertisment

‘ସେ ପାଣୁ ଟେରରିଷ୍ଟ ନା ଗଣ୍ଡରପୁରର?’ | Odisha Reporter

Advertisment

#ପୋଲିସ_ତାର_ପୋଲିସିଂ_କରୁ_ତାପରେ_ପାଇଲଟିଂ
କଟକ,ଦେବଗଡ ଓ ସମ୍ବଲପୁର କୋର୍ଟକୁ ବମର ଧମକପୂର୍ଣ୍ଣ ଇମେଲ୍ ଆସିଛି। ସବୁଠି ଏବେ ଭୟର ବାତାବରଣ। ଓଡ଼ିଶାରେ ଅପରାଧ ପ୍ରବଣତା ବଢି ବଢି ଚାଲିଛି। ୪ ହଜାର ମହିଳାଙ୍କୁ ଦୁଷ୍କର୍ମ, ୪୦ ହଜାର ମହିଳା ହିଂସାର ଶିକାର ହୋଇଛନ୍ତି । ବିଖ୍ୟାତ ସାମ୍ବାଦିକ ଅକ୍ଷୟ ସାହୁଙ୍କ ପାଖକୁ ଧମକ ଆସିଥିଲା DG ସମ୍ମିଳନୀ ସମୟରେ। କିନ୍ତୁ କାହାକୁ ଧରା ଗଲା ନାହିଁ। ଅଧା ପୋଲିସର ଦାୟିତ୍ଵ ସାଇରନ୍ ବଜାଇ ନେତାଙ୍କୁ ନବା ଆଣିବା। ଏତିକି ବେଳେ ବମ୍ ଧମକ ଆସିଲେ କିଏ କଣ କରିବ? ପୋଲିସ ବି ଦାୟିତ୍ଵ ନେବା ଦରକାର। ପୋଲିସ ତାର ପୋଲିସିଂ କରୁ ତାପରେ ପାଇଲଟିଂ କରୁ।: ଲେନିନ ମହାନ୍ତି

Advertisment

Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

Advertisment

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#bjd#LawAndOrder#Bhubaneswar#Odisha#OdishaReporter

Odisha Odisha Reporter Odisha News National News latest odia news odia breaking news national news in odia latest oriya news odisha reporter youtube today news news in odia ajira odia news odia news live oriya news today odia news oriya samachar ajira khabar odia khabar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe