#ମମତାଙ୍କୁ_ନେଇ_କ୍ଷୋଭ_ଝାଡ଼ିଲେ_ରାଷ୍ଟ୍ରପତି
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଆଚରଣକୁ ନେଇ କ୍ଷୋଭ ପ୍ରକାଶ କଲେ ରାଷ୍ଟ୍ରପତି। ଦାର୍ଜିଲିଂ ଅନ୍ତର୍ଜାତୀୟ ସାନ୍ତାଳୀ ସମ୍ମିଳନୀ ଅବସରରେ କ୍ଷୋଭ ପ୍ରକାଶ କଲେ। ସ୍ଥାନଟି ସଂକୀର୍ଣ୍ଣ କହୁଥିଲେ, ମାତ୍ର ଏଠାରେ ୫ ଲକ୍ଷ ଲୋକ ଏକତ୍ରିତ ହୋଇପାରିବେ।
ମୁଁ ଜାଣି ନାହିଁ ପ୍ରଶାସନର ମନରେ କଣ ଚାଲିଥିଲା। ଏପରି ଏକ ସ୍ଥାନ ବାଛିଲେ ଯେଉଁଠାରେ ସାନ୍ତାଳ ଲୋକେ ଯାଇପାରିଲେନି।
ପ୍ରଶାସନ ଭାବିଥିଲା କେହି ଉପସ୍ଥିତ ହେବେ ନାହିଁ, ରାଷ୍ଟ୍ରପତି ଆସି ଫେରିଯିବେ। ଯଦି ରାଷ୍ଟ୍ରପତି କୌଣସି ସ୍ଥାନକୁ ଆସନ୍ତି, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ଆସନ୍ତି। ମୁଁ ମଧ୍ୟ ବେଙ୍ଗଲର ଝିଅ... ମମତା ଦିଦି ମୋ ସାନ ଭଉଣୀ ପରି। ମୁଁ ଜାଣି ନାହିଁ ସେ ମୋ ଉପରେ ରାଗିଛନ୍ତି କି ନାହିଁ, ସେଥିପାଇଁ ଏହା ଘଟିଛି: ରାଷ୍ଟ୍ରପତି
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#WestBengal#President#MamtaBanarjee#Odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us