Advertisment

ଭାସିଗଲା ପୋଲ, ବ୍ରହ୍ମପୁର ମୋହନା ଯାତାୟତ ଠପ୍ || Heavy Rain Washes Away Bridge in Gajapati || OR

author-image
Odisha Reporter

ଭାସିଗଲା ପୋଲ, ବ୍ରହ୍ମପୁର ମୋହନା ଯାତାୟତ ଠପ୍ || Heavy Rain Washes Away Ledhabandha Bridge in Gajapati || Odisha Reporter
ବର୍ଷାରେ ଧୋଇଗଲା ଲେଢ଼ବନ୍ଧ ପୋଲ। ଗତକାଲି ରାତିରେ ପ୍ରବଳ ବର୍ଷା ଯୋଗୁ ହରଭଙ୍ଗି ନଦୀର ପ୍ରଖର ସ୍ରୋତ ଆସି ଗଜପତି ଜିଲ୍ଲା ମୋହନା ନିକଟରେ ଲେଢ଼ବନ୍ଧ ପୋଲରେ ପ୍ରାୟ ୧୫ ଫୁଟର ଏକ ଘାଇ ସୃଷ୍ଟି ହୋଇଛି। ଯାହା ଫଳରେ ପୋଲର ଗୋଟିଏ ପାର୍ଶ୍ବ ଧୋଇ ହୋଇଯାଇଛି । ବାର୍ତ୍ତମାନ ରାୟଗଡ଼ା ଜିଲ୍ଲା ଠାରୁ ବ୍ରହ୍ମପୁରକୁ ସଂଲଗ୍ନ କରୁଥିବା ଏହି ୩୨୬ ନଂ ଜାତୀୟ ରାଜପଥ ଯାତାୟାତ ଠପ୍ ହୋଇଯାଇଛି ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#mohana#landslide#Odisha#gajapati#OdishaReporter

Advertisment
Odia News Updates Odisha Emergency News National Highway News Flood Impact Odisha Odisha Weather Disaster Brahmapur Traffic Disruption Mohana Odisha News Road Closed Odisha Bridge Washed Away Odisha breaking news NH-326 Blocked Heavy Rain Odisha Odisha Flood News Ladhbandh Bridge Damage Gajapati Bridge Collapse Odisha National News national news in odia Odisha Reporter