‘#କାଗଜପତ୍ର_ଯାଞ୍ଚ_କରି_ତେଲ_ଦବା_ସମ୍ଭବ_ନୁହେଁ’
ବୈଧ ପ୍ରଦୂଷଣ ପ୍ରମାଣପତ୍ର ତଥା PUCC ନଥିଲେ ଗାଡ଼ିକୁ ପେଟ୍ରୋଲ୍ କିମ୍ବା ଡିଜେଲ୍ ଦେବାକୁ ସିଧାସଳଖ ବାରଣ କରାଯାଇଛି। ଏ ସଂପର୍କରେ ତୈଳ କମ୍ପାନୀମାନଙ୍କୁ ଚିଠି ଲେଖିଛି ରାଜ୍ୟ ପରିବହନ ପ୍ରାଧିକରଣ ସଂସ୍ଥା। ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି STA ପକ୍ଷରୁ ଏଭଳି ଚରମ ପଦକ୍ଷେପ ନିଆଯାଇଛି। ମୋଟର ଯାନ ନିୟମ ଉଲ୍ଲଙ୍ଘନ କରି ପ୍ରଦୂଷଣ କରୁଥିବା ଯାନ ପାଇଁ STA ଅଙ୍କୁଶ ଲଗାଇଛି।
#TransportPolicy_PUCC#PollutionControl_StateTransport#FuelRules_India
#VehicleCompliance_PUCC#AirPollution#VehicleEmission#EnvironmentalNorms#OdishaReporter
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us