୨୫ ବର୍ଷ ହେବ ଆପେ ଅପେ ନଳକୂଅରୁ ବାହାରୁଛି ପାଣି || Mysterious Tube Well in Bolangir || Odisha Reporter
ବଲାଙ୍ଗୀର ଖପ୍ରାଖୋଲ ଅଂଚଳରେ ଏକ ଅଜବ ଚିତ୍ର ଦେଖିବାକୁ ମିଳିଛି। ସାପମୁଣ୍ଡ ଗାଁ ଦଣ୍ଡରେ ଥିବା ଏକ ନଳକୂଅରୁ ଅନବରତ ପାଣି ବାହାରୁଥିବା ଦେଖିବାକୁ ମିଳିଛି । ତାହା ପୁଣି ଦିନେ କି ଘଡେ ନୁହେଁ ଅନବରତ ୨୫ ବର୍ଷରୁ ଅଧିକ ଦିନ ଧରି ଏମିତି ପାଣି ବାହାରୁଥିବା ଗାଁ ଲୋକ କହିଛନ୍ତି। ପୂର୍ବରୁ ଅଧିକ ପାଣି ବାହାରୁଥିବା ବେଳେ ବର୍ତମାନ ନଳକୂଅ ମଇଳା ହୋଇଯାଇଥିବାରୁ ପାଣିର ଧାର ଟିକେ କମି ଯାଇଥିବା ଗାଁ ଲୋକ କହିଛନ୍ତି। ତେବେ ବିନା କାରଣରେ ଏମିତି ପାଣି ବାହାରୁଥିବା ଦେଖିଲା ମାତ୍ରକେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ନୂଆ ଦେଖୁଥିବା ଲୋକ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#balangir#Tubewell#waterflow#Odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
