Advertisment

Jhansi Live-In Murder Case |ଗିଫ୍ଟ ବକ୍ସରୁ ବାହାରିଲା ଗାର୍ଲଫ୍ରେଣ୍ଡର ଅଧାପୋଡ଼ା ଡେଡ୍ ବଡି |Ram Singh Parihar

Advertisment

Jhansi Live-In Murder Case |ଗିଫ୍ଟ ବକ୍ସରୁ ବାହାରିଲା ଗାର୍ଲଫ୍ରେଣ୍ଡର ଅଧାପୋଡ଼ା ଡେଡ୍ ବଡି |Ram Singh Parihar
ଗୋଟିଏରେ ମନ ମାନୁନଥିଲା। ସେଥିପାଇଁ ବାରମ୍ବାର ବାହା ହେଉଥିଲା ଲମ୍ପଟ ପୁରୁଷ। ୨-୨ଟା ଝିଅକୁ ବାହାହେବା ପରେ, ପୁଣି ମନରେ ଫୁଟିଥିଲା ପ୍ରେମର ଗୋଲାପ। ଦୁଇ-ଦୁଇଟା ସ୍ତ୍ରୀକୁ ଛି କରି, ପ୍ରେମିକା ସହ ଲିଭ୍-ଇନରେ ରହିଲା। ଆଉ ଶେଷରେ ପ୍ରେମିକା ବାହାହେବାକୁ ବାଧ୍ୟ କରିବାରୁ ତାକୁ ଜୀବନରୁ ମାରିଦେଲା। ଦର୍ଶକବନ୍ଧୁ ଏତିକିରେ ସରିନି ଏ ଜଘନ୍ୟ ଘଟଣାର କାହାଣୀ। ଗାର୍ଲଫ୍ରେଣ୍ଡର ଡେଡବଡିକୁ ଅଧାପୋଡ଼ା କରି ନୂଆବର୍ଷରେ ସେକେଣ୍ଡ ୱାଇଫକୁ ଦେଇଥିଲା ନୂଆବର୍ଷର ସରପ୍ରାଇଜ୍‌ ଗିଫ୍ଟ।
#OdishaReporter#uttarpradeshmurder#murdermystry#boyfriendkillgirlfriend
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

Advertisment
Murder Case Update Hindi crime news Shocking crime news railway employee murder Jhansi police UP crime news Ram Singh Parihar arrest live in partner murder Jhansi crime news Jhansi murder case Odisha National News oriya news today odia khabar oriya samachar odia news live ajira odia news news in odia today news ajira khabar latest oriya news Odisha Reporter odia breaking news latest odia news Odisha News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe