'ଅପରହଣ ପରେ ମତେ ବହୁତ ମାଡ଼ ମାରିଛନ୍ତି' | Kidnapped in Sudan |Odia Youth Reveals Horrific Torture and Abuse |Odisha Reporter
ଅପରହଣ ପରେ ମତେ ବହୁତ ମାଡ଼ ମାରିଛନ୍ତି। ଗାଳିଗୁଲଜ କରିଛନ୍ତି। ଦିନେ ଖାଇବାକୁ ଦେଲେ ଦିନେ ଦେଉନଥିଲେ। ସୁଦାନରୁ ଫେରିବା ପରେ ଏଭଳି କିଛି ଛାତି ଥରା କଥା ବଖାଣିଛନ୍ତି ଜଗତସିଂହପୁର ଜିଲ୍ଲା କୋଟକଣା ଗାଁର ଆଦର୍ଶ ବେହେରା।
#SudanCrisis#OdiaYouth#KidnappingHorror#JagatsinghpurNews#OdishaReporter
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#SudanKidnapping,#OdishaYouth,#SurvivorStory,#SudanHorror,#BreakingNews
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
