Advertisment

କିନ୍ନର ହତ୍ୟାକାଣ୍ଡ, ମିଳିଲା ବଡ଼ ସୁରାକ || Pipili Transgender Murder Case || Odisha Reporter

author-image
Odisha Reporter

#କିନ୍ନର_ହତ୍ୟାକାଣ୍ଡରେ_ଏସପିଙ୍କ_ବଡ଼_ସୂଚନା
ପିପିଲି ଥାନା ଅନ୍ତର୍ଗତ ସିଫା ନିକଟରେ ଜଣେ କିନ୍ନରଙ୍କ ହତ୍ୟା ଘଟଣା ପାଞ୍ଚଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଏପର୍ଯ୍ୟନ୍ତ ହତ୍ୟାକାରୀଙ୍କ ଟେର ପାଉନି । ତଦନ୍ତ ପାଇଁ ପୋଲିସ ଏକ ସ୍ବତନ୍ତ୍ର ଟିମ୍ କରି ଘଟଣାର ତଦନ୍ତ ଚଳାଇଛି । ଘଟଣା ସ୍ଥଳରୁ କିଛି ଜିନିଷ ଉଦ୍ଧାର କରାଯାଇଛି । ହେଲେ ଘଟଣା କାହିଁକି ଘଟିଲା ସେ ସମ୍ପର୍କରେ ପ୍ରାଥମିକ ତଦନ୍ତରୁ ମଧ୍ୟ କିଛି ଜଣାପଡିନଥିବା ବେଳେ କିଛି ଲୋକଙ୍କ ଉପରେ ପୋଲିସ ସନ୍ଦେହ କରୁଥିବା ନେଇ ପୁରୀ ଏସପି କହିଛନ୍ତି ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#kinnermurdercase#pipili#transgender#dineshrout#Purisp#pipili

Advertisment
India Crime News Odisha Viral News Human rights news India Justice delayed Odisha Puri district crime Pipili news today crime investigation Odisha latest Odisha news Odia news today Odisha breaking news Transgender Rights India Police probe Odisha Special investigation team Odisha Unsolved murder Odisha Odisha crime news Puri SP statement Sifa Pipili murder Pipili police news transgender murder Odisha Pipili murder case Odisha Reporter