Advertisment

‘ପିଲାକୁ ମାରିଦେଇ ଧମକ ଦେଇଥିଲା କିସ୍’ || Shocking Allegations Against KISS! || Bhubaneswar || OR

Advertisment

‘ପିଲାକୁ ମାରିଦେଇ ଧମକ ଦେଇଥିଲା କିସ୍’ || Shocking Allegations Against KISS! || Bhubaneswar || Odisha Reporter
ପୁଣି କିସ ନାଁରେ ସାଙ୍ଘାତିକ ଅଭିଯୋଗ । ୨୦୨୪ ଚତୁର୍ଥ ଶ୍ରେଣୀ ଛାତ୍ର ମୃତ୍ୟୁ ସସ୍ପେନ୍ସ ନେଇ ମୁଁହ ଖୋଲିଲେ ପରିବାର ଲୋକ । ୨୯ ଜାନୁଆରି ୨୦୨୪ ରେ ଖେଳୁଥିବା ସମୟରେ ପୁଅ ପଡ଼ିଯାଇଥିବା ନେଇ ପରିବାର ଲୋକଙ୍କୁ କିସ୍ ରୁ ଫୋନ ଯାଇଥିଲା । ପରିବାର ଆସିବା ପାରେ କିମ୍ସରେ ଚିକିତ୍ସା ହେଉଥିବା ପୁଅକୁ ଦେଖେଇ ଦେଇନଥିଲେ କିସ୍ କତୃପକ୍ଷ । ଚିକିତ୍ସାଧିନ ଅବସ୍ଥାର ମୃତ୍ୟୁ ପରେ ମୃତ ଦେହ ନେଇଯିବା ପାଇଁ ଆମ୍ବୁଲାନ୍ସ ଯୋଗେଇ ଦେଇଥିଲେ । ମୃତ ଦେହର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା, ଦେହରେ ମାଡ ଚିହ୍ନ ଥିଲା । କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ଧମକ ଦେଇ ମୁଁହ ବନ୍ଦ ରଖିବା ପାଇଁ କହିଥିଲେ କିସର ପ୍ରମୋଦ ପାତ୍ର । ଶୁଣନ୍ତୁ ମୃତ ଛାତ୍ରଙ୍କ ଦାଦାଙ୍କ ମୁହଁରୁ ପୂରା ଘଟଣା ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#Anotherallegation#Kiss#Studentdeath#familymember#Bhubaneswar

Advertisment
family allegations news Odisha ground report student death 2024 KISS latest controversy Odisha crime news child safety in schools KISS Pramod Patra Odisha Education News student death investigation KISS allegations Odisha breaking news child death mystery Odisha KISS Bhubaneswar news Class 4 student death Odisha student death case KISS controversy KISS student death Odisha odia news live odisha reporter youtube Odisha Reporter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe