#କାଲି_ଗ୍ରହଣ_ଜାଣନ୍ତୁ_କାହା_ପାଇଁ_ଶୁଭ_କାହା_ପାଇଁ_ଅଶୁଭ
ମଙ୍ଗଳବାର ଲାଗୁଛି ବର୍ଷ ୨୦୨୬ର୍ର ପ୍ରଥମ ଚନ୍ଦ୍ରଗ୍ରହଣ ହେଉଛି । ଏବଂ ଜ୍ୟୋତିର୍ବିଦଙ୍କ ଆକଳନ ଅନୁଯାୟୀ ଏହା କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ । ଏଥିପାଇଁ, ମଙ୍ଗଳବାର ସକାଳ ୬ଟା ୪ ମିନିଟରୁ ହାଣ୍ଡି ଛାଡ ପାଇଁ କୁହାଯାଇଛି। ସକାଳୁ ହାଣ୍ଡିଛାଡ଼ ନେଇ ଜ୍ୟୋତିର୍ବିଦ କହୁଥିବାବେଳେ ଅପରାହ୍ନ ୩ଟା ୨୦ ମିନିଟ୍ ୧୭ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ଆରମ୍ଭ ହେବ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#lunareclipse#astro#Odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us