Advertisment

ଜମି ଲୋଭରେ ବାପା ଗୋଡ଼ ଭାଙ୍ଗିଦେଲା ପୁଅ || Son Attacks Father Over Property Dispute! || Keonjhar |OR

author-image
Odisha Reporter

ଜମି ଲୋଭରେ ବାପା ଗୋଡ଼ ଭାଙ୍ଗିଦେଲା ପୁଅ | Son Attacks Father Over Property Dispute! |Keonjhar |Odisha Reporter
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ନନ୍ଦିପଦା ଥାନା ସୁଲଣ ପଞ୍ଚାୟତ ସୁଲଣ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା ! ଦୀର୍ଘ ପନ୍ଦର ବର୍ଷ ହେବ ଦୁଇ ପୁଅଙ୍କ ନାଁରେ ନିଜର ପୈତୃକ ସମ୍ପତି ବାଣ୍ଟି ସାରିଥିଲେ ମଧ୍ୟ୍ୟ ସାନ ପୁଅ ଗନ୍ଧର୍ବ ଜମି ଭାଗ ବଣ୍ଟାକୁ ନେଇ ପରିବାର ମଧ୍ୟରେ ଅଶାନ୍ତି ସୃଷ୍ଟି କରିଆସୁଥିଲେ ! ଜମିବାଡ଼ି ବିବାଦ ନେଇ ନିଜ ବାପାକୁ ମରଣାନ୍ତକ ଆକ୍ରମଣ କରି ଗୋଡ ହାତ ଭାଙ୍ଗି ଦେଇଛି ସାନ ପୁଅ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#Odisha#Anandpur#attack

Advertisment
Keonjhar Crime Update shocking Odisha incident Crime News India Odisha local news Land Dispute Odisha Son Attacks Father Odisha breaking news Keonjhar Breaking News Sulan Village News Nandipada Panchayat Property Dispute Violence Family Dispute Odisha Odisha Crime Keonjhar news Odisha National News oriya news today odia news live news in odia latest oriya news Odisha Reporter