#ବାପାଙ୍କୁ_ଶେଷ_ସାଲ୍ୟୁଟ୍_କଲା_ପୁଅ
ଆଖିର ଲୁହ ମନର କୋହକୁ ଚାପି... ଛାତିକୁ ପଥର କରି ବାପାଙ୍କୁ ଶେଷ ସାଲ୍ୟୁଟ୍ କଲେ ପୁଅ। ଆସାମ ରାଇଫଲରେ କାର୍ଯ୍ୟରତ ହାବିଲଦାର ଶ୍ୟାମ ସୁନ୍ଦର କରଙ୍କ ମରଶରୀର ଆଜି ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ପରିବାର ଲୋକ ଜଣାଇଥିଲେ ଶ୍ରଦ୍ଧାଞ୍ଜଳି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#martyr#cuttack#Odisha#OdishaReporter#martyr#cuttack#Odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us