Advertisment

୧୫ ବର୍ଷରେ ଛାଡ଼ିଥିଲେ … ୬୦ ବର୍ଷରେ ଫେରିଲେ || The old man finally returned to his home || Odisha Reporter

Advertisment

ଭୁଲିନି ଗାଁ ମାଟି, ଭୁଲି ନାହାଁନ୍ତି ପରିବାର ଲୋକେ। ଦିନେ ନିଜର ଓ ପରିବାରର ଭୋକ ମେଣ୍ଟାଇବା ପାଇଁ ନାବାଳକ ଅବସ୍ଥାରେ ଗାଁ ଛାଡ଼ି ବାହାର ରାଜ୍ୟକୁ ଚାଲି ଯାଇଥିଲେ। ସେଇ ଗଲେ ଯେ ଗଲେ ଆଉ ଫେରିଲେ ନାହିଁ। ୟା ଭିତରେ ବିତି ଗଲାଣି ୬୦ ବର୍ଷ। ଏବେ ୬୦ ବର୍ଷ ପରେ ବୃଦ୍ଧ ଅବସ୍ଥାରେ ପୁଣି ନିଜ ଜନ୍ମମାଟିକୁ ଫେରିଛନ୍ତି ସେଦିନର ସେଇ ପିଲାଟି। ସ୍ୱଭାବିକ ଭାବରେ, ଏତେ ବର୍ଷ ପରେ ହଠାତ୍ ଫେରିଆସିବାରୁ ପରିବାର ଲୋକେ ଆଶ୍ଚର୍ଯ୍ୟ ଚକିତ। ଶୁଣନ୍ତୁ ତାଙ୍କରି ମୁହଁରୁ ତାଙ୍କରି ଜୀବନର କାହାଣୀ।...
#oldmen#EmotionalMoment#BackToRoots#odishareporter

Advertisment

Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

Advertisment

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

Human Interest Story Odisha viral emotional news elderly man returns village real life story India inspiring life story emotional family reunion Odisha human story heart touching village story missing boy returns home man returns after 60 years emotional reunion story Odisha National News oriya news today odia khabar oriya samachar odia news live ajira odia news news in odia odisha reporter youtube Odisha Reporter Odisha News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe