#କୁସ୍ତୁରୀ_ମୃଗର_ଓଡିଶାରେ_ପ୍ରଜନନ_ସେଣ୍ଟର_କରାଯାଉ
ମହାପ୍ରଭୁଙ୍କ ବନକଲାଗି ପାଇଁ କସ୍ତୁରୀ ନାହିଁ। କସ୍ତୁରୀ ବିନା ଶ୍ରୀ ମୁଖଶୃଙ୍ଗାର କରାଯାଉଛି। କସ୍ତୁରୀ ତୁରନ୍ତ ଯୋଗାଇଦିଆଯାଉ ବୋଲି ଦତ୍ତମହାପାତ୍ରମାନେ ଦାବୀ କରିବା ପରେ ପରିବେଶବିତ ଡ ବିଶ୍ବଜିତ ମହାନ୍ତି ଓ ଇନ୍ଟାକ୍ଟର ଆବାହକ ଡ. ଅନୀଲ ଧୀର ନେପାଳ ସହ ସୁସମ୍ପର୍କ ଓ ସେଠାକୁ ଏକ ଟିମ ପଠାଯାଇ କିଭଳି କସ୍ତୁରୀ ସେଠାରୁ ଆସିବ ତା ଉପରେ ଗୁରୁତ୍ୱ ଦିଆଯାଉ ଏବଂ ଓଡିଶାରେ ପ୍ରଜନନ ସେଣ୍ଟର କରାଯାଉ ବୋଲି ଦାବୀ କରିଛନ୍ତି ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#kasturi#banakalagi#Puri#LordJagannatha#Odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us