#ବିଜେଡି_ଉପରେ_ଆପଣଙ୍କ_ଏ_କୋପ_ଦୃଷ୍ଟି_କହିଁକି?:-ଗଣେଶ୍ବର
ଜୟ ନାରାୟଣଙ୍କ ହ୍ବିସଲ ମାରିଲେ ବିଜେଡି ଭାଙ୍ଗିବା ବକ୍ତବ୍ୟକୁ ନେଇ କଡ଼ା କାଉଣ୍ଟର କଲେ ବିଜେଡି ବାଧାୟକ ଗଣେଶ୍ବର ବେହେରା। କହିଲେ ବିଜେଡି ଉପରେ ଆପଣଙ୍କ ଏ କୋପ ଦୃଷ୍ଟି କହିଁକି? ବିଜେଡି କ'ଣ ଅପରାଧ କରିଛି ନିଆଁରେ ମୁତିଛି? ବିଜେଡି କ'ଣ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇନି? ଜୟ ନାରାୟଣ ହ୍ବିସିଲ ମାରି ଦେଖନ୍ତୁ କେତେ ଶକ୍ତି ଅଛି ଦେଖିବା: ଗଣେଶ୍ବର ବେହେରା, ବିଜେଡି ବିଧାୟକ
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#ganeswarbehera#bjd#odishapolitics#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
