#ଆମ_ବସ୍_ପାଇଁ_ଉତ୍ତେଜନା
ପୁଣି ଆମ ବସ ଚାଳକଙ୍କ ଦାଦାଗିରି । ସାଇଟ ମରାକୁ କେନ୍ଦ୍ର କରି ଅଟୋ ଚାଳକକୁ ମାଡ଼ ମାରିଲେ । ଏହାକୁ ବିରୋଧ କରି ଆନ୍ଦୋଳନରେ ବସିଲେ ଅନଲାଇନ ଅଟୋ ମହାସଂଘ । ବରମୁଣ୍ଡା ବସଷ୍ଟାଣ୍ଡ ରାସ୍ତାରେ ଶହ ଶହ ଅଟୋ ରଖି ଏକାଧିକ ଆମ ବସକୁ ଅଟକ ରଖିଲେ ଅଟୋ ଚାଲକ ସଂଘ । । ଖଂଡଗିରି ଓ ଭରତପୁର ପୋଲିସ ପହଞ୍ଚି ବୁଝାସୁଝା କରିଛି ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#baramunda#Amabus#tension#Bhubaneswar
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
