Advertisment

ଚିପସ ପ୍ୟାକେଟ ସହ ଗିଳିଦେଲା ଖେଳନା,ମରିଗଲା କୁନି ପୁଅ |Little Boy Swallows Free Toy |Heartbreaking Incident

author-image
Odisha Reporter

୪ ବର୍ଷର କୁନି ପୁଅ ବିଗିଲ । ସାହି ପଡ଼ିଶାରେ ଭାରି ଗେହ୍ଲା । ସବୁଠାରୁ ବେଶୀ ଗେହ୍ଲା କରୁଥିଲେ ବାପା ରଂଜିତ ପ୍ରଧାନ । ମଙ୍ଗଳବାର ଦିନ ପୁଅ ପାଇଁ ଏକ ଚିପସ୍ ପ୍ୟାକେଟ ନେଇ ଆସିଥିଲେ । ଅଙ୍ଗନବାଡ଼ିରୁ ଫେରିବା ପରେ ଅତି ଆନନ୍ଦରେ ପ୍ୟାକେଟ ଖୋଲି ଚିପସ୍ ଖାଇଥିଲା ବିଗିଲ । ଖାଇଲା ବେଳେ ପ୍ୟାକେଟ ଭିତରେ ଫ୍ରିରେ ମିଳିଥିବା ଏକ ଛୋଟ ପ୍ଲାଷ୍ଟିକ ଖେଳନା ବି ଭୁଲ୍‌ ବଶତଃ ଖାଇ ଦେଇଥିଲା ବିଗିଲ । ତେବେ ଖେଳନାଟି ବିଗିଲ୍‌ର ତଣ୍ଟିରେ ଲାଖି କ୍ରମେ ଶ୍ବାସନଳୀକୁ ଚାଲି ଯାଇଥିଲା । ନିଃଶ୍ବାସ ନେଇନପାରି ଛଟପଟ ହୋଇଥିଲା ବିଗିଲ ।
#ChildDeath#Kandhamal#ToyChoking_Accident#chips#Kandhamala#Phulbani#Daringbadi#OdishaReporter
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

Advertisment
Odisha Odisha Reporter Odisha News National News oriya news today Odisha breaking news Odisha Tragic News Odisha Heartbreaking Story Odisha Viral Story Jagatsinghpur News oriya samachar chips packet toy danger Odisha child incident Bigil choking case child swallows toy Ranjit Pradhan son news kids safety alert choking hazard toy anganwadi child news dangerous chips packet toy child safety awareness