Advertisment

ଚିପସ ପ୍ୟାକେଟ ସହ ଗିଳିଦେଲା ଖେଳନା,ମରିଗଲା କୁନି ପୁଅ |Little Boy Swallows Free Toy |Heartbreaking Incident

Advertisment

୪ ବର୍ଷର କୁନି ପୁଅ ବିଗିଲ । ସାହି ପଡ଼ିଶାରେ ଭାରି ଗେହ୍ଲା । ସବୁଠାରୁ ବେଶୀ ଗେହ୍ଲା କରୁଥିଲେ ବାପା ରଂଜିତ ପ୍ରଧାନ । ମଙ୍ଗଳବାର ଦିନ ପୁଅ ପାଇଁ ଏକ ଚିପସ୍ ପ୍ୟାକେଟ ନେଇ ଆସିଥିଲେ । ଅଙ୍ଗନବାଡ଼ିରୁ ଫେରିବା ପରେ ଅତି ଆନନ୍ଦରେ ପ୍ୟାକେଟ ଖୋଲି ଚିପସ୍ ଖାଇଥିଲା ବିଗିଲ । ଖାଇଲା ବେଳେ ପ୍ୟାକେଟ ଭିତରେ ଫ୍ରିରେ ମିଳିଥିବା ଏକ ଛୋଟ ପ୍ଲାଷ୍ଟିକ ଖେଳନା ବି ଭୁଲ୍‌ ବଶତଃ ଖାଇ ଦେଇଥିଲା ବିଗିଲ । ତେବେ ଖେଳନାଟି ବିଗିଲ୍‌ର ତଣ୍ଟିରେ ଲାଖି କ୍ରମେ ଶ୍ବାସନଳୀକୁ ଚାଲି ଯାଇଥିଲା । ନିଃଶ୍ବାସ ନେଇନପାରି ଛଟପଟ ହୋଇଥିଲା ବିଗିଲ ।
#ChildDeath#Kandhamal#ToyChoking_Accident#chips#Kandhamala#Phulbani#Daringbadi#OdishaReporter
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

Advertisment
child safety awareness Odisha Heartbreaking Story dangerous chips packet toy Jagatsinghpur News Odisha breaking news anganwadi child news choking hazard toy kids safety alert Odisha Viral Story Ranjit Pradhan son news child swallows toy Odisha Tragic News Bigil choking case chips packet toy danger Odisha child incident Odisha National News oriya news today oriya samachar Odisha Reporter Odisha News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe