Advertisment

‘ମାଲ୍ ପ୍ରୋଗ୍ରାମ କାଇଁ ହେଇନି କହି ଚୋଟ ପକାଇଲେ’ || Alcohol Turns Deadly || Bhubaneswar ||Odisha Reporter

Advertisment

#ମଦ_ପାଇଁ_ସାଙ୍ଗକୁ_ହାଣିଲା
ମଦ ପାଈଁ ସାଙ୍ଗକୁ ହାଣିଲା ସାଙ୍ଗ । ରାଜଧାନୀ ଭୁବନେଶ୍ବରରେ ଘଟିଛି ଘଟଣା । ଖାରବେଳ ନଗର ଥାନା ବିଗ ବଜାର ନିକଟରେ ୩ ଜଣ ସାଙ୍ଗ ଭaଜି କରୁଥିଲେ । ଭୋଜିରେ ୨ ଜଣ ସାଙ୍ଗ ମଦ ପାଇଁ ମନା କରିବାରୁ ରାଗିଯାଇ ଖଣ୍ଡାରେ ଆକ୍ରମଣ କରିଛନ୍ତି । ଭୋଜି କରୁଥିବା ବେଳେ ପ୍ରଥମେ ବଚସା ଓ ପରେ ପରେ ହାତାହାତି ହୋଇଥିଲେ । କେହି କିଛି ବୁଝିବା ଆଗରୁ ଖଣ୍ଡାରେ ହାଣି ପକେଇଲେ। ପୂରା ଘଟଣା କହିଛନ୍ତି ଆହତଙ୍କ ସାଙ୍ଗ ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#Bhubaneswar#Friend#Attack#feast

Advertisment
Odisha breaking news Bhubaneswar latest news liquor fight turns violent Odisha crime update Big Bazaar Bhubaneswar incident Kharavela Nagar police sword attack Bhubaneswar friend attacks friend Odisha alcohol dispute attack Bhubaneswar crime news Odisha National News oriya news today odia khabar oriya samachar odisha reporter youtube national news in odia Odisha Reporter odia news odia breaking news latest odia news Odisha News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe