#ମନୋହର_ନିତ୍ୟାନନ୍ଦ_ଫାଇଟ୍..
#ମଣ୍ଡେଇ_ଉତ୍ସବରେ_ମହାଭାରତ
ନବରଙ୍ଗପୁର ଜିଲ୍ଲାର ଲୋକ ମହୋତ୍ସବ "ମଣ୍ଡେଇ 2025" ର ଉଦଯାପନୀ ଉତ୍ସବରେ ହଠାତ୍ ଆରମ୍ଭ ହେଲା ମହାଭାରତ । ନେତା ଭୁଲି ଗଲେ ମଞ୍ଚ ଗାରିମା । ବିଧାୟକଙ୍କ ଗର୍ଜନ ଶୁଣି ଦର୍ଶକ ବି ତାତିଲେ। ଆଉ ବିଧାୟକ ସାଧାରଣ ଲୋକେ ମୁହାଁମୁହିଁ ହେବା ଭଳି ପରିସ୍ଥିତି ଉପୁଜିଲା।
#EventDisruption_Mandai2025#OdishaPolitics_Nabarangpur#PublicTension_MandaiUtsav#MLAOutburst_Odisha#PoliticalRhetoric#PublicReaction#StageDecorum
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us