#ପ୍ରାର୍ଥନାର_ଆଧ୍ୟାତ୍ମିକ_ଚିନ୍ତନ_କାର୍ଯ୍ୟକ୍ରମ_ମନ୍ଥନ
ଆଜି ପ୍ରାର୍ଥନା ଚ୍ୟାନେଲର ବାର୍ଷିକ ଆଧ୍ୟାତ୍ମିକ ଚିନ୍ତନ କାର୍ଯ୍ୟକ୍ରମ ‘ମନ୍ଥନ’ ଆୟୋଜିତ ହେଉଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅଧ୍ୟାତ୍ମିକ ଓ ଜୀବନଚର୍ଯ୍ୟା ପ୍ରସଙ୍ଗରେ ଚିନ୍ତନ ହେବ। ଦେଶର ପ୍ରତିଷ୍ଠିତ ଆଧ୍ୟାତ୍ମିକ ଗୁରୁ ଓ ଚିନ୍ତକମାନେ ଅଂଶଗ୍ରହଣ କରି ସେମାନଙ୍କ ମତ ଉପସ୍ଥାପନ କରିବେ। ଗୌରାଙ୍ଗ ଦାସ, ଆଚାର୍ଯ୍ୟ ପ୍ରଶାନ୍ତ ଓ ସ୍ବାମୀ ମୁକୁନ୍ଦାନନ୍ଦଙ୍କ ଭଳି ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ଏହି ଅବସରରେ ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କ ମତବ୍ୟକ୍ତ କରିବେ। ଏହି କାର୍ଯ୍ୟକ୍ରମରେ ମୋଟ ୫ଟି ସେସନ ରହିଛି,ଯେଉଁଥିରେ ୫ଟି ଭିନ୍ନ ଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ ।
#SpiritualEvent_PrarthanaChannel#Manthan_SpiritualDialogue
#IndiaSpirituality_GaurangaDas#SpiritualLeaders_AcharyaPrashant
#LifePhilosophy#IndianSpirituality#ThoughtLeadership#OdishaReporter
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
