Advertisment

ଧମକାଇଲା ମସୁଦ- ହଁ କହିଲେ ପଶିଯିବେ ଫିଦାୟିନ୍ ! | Masood Azhar Threatens India | Operation Sindoor Impact

Advertisment

ଧମକାଇଲା ମସୁଦ- ହଁ କହିଲେ ପଶିଯିବେ ଫିଦାୟିନ୍ ! || Masood Azhar Threatens India Again | Operation Sindoor Impact | Odisha Reporter
ଭାରତର ଅପରେସନ୍ ସିନ୍ଦୁରରେ ଛାନିଆ ହୋଇ ପାକିସ୍ତାନର ଗାତରେ ଲୁଚିଥିବା ଜୈସ୍ ମୁଖିଆ ଭାରତ ବିରୋଧରେ ପୁଣି ଓଗାଳିଛି ବିଷ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଅଡିଓ ରେକର୍ଡରେ ମସୁଦ ଅଜହର ଧମକ ଦେଇଛି ଭାରତକୁ। ଆତଙ୍କୀ ସଂଗଠନର ଚେଲାଙ୍କୁ ସମ୍ବୋଧନ କରି ଅଜହର ଦାବି କରିଛି ଯେ, ଭାରତ ଉପରେ ଯେକୌଣସି ସମୟରେ ବଡ ଆକ୍ରମଣ କରିବାକୁ ବିପୁଳ ସଂଖ୍ୟାରେ ଫିଦାୟିନ୍ ପ୍ରସ୍ତୁତ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#MasoodAzhar#PakistaniTerrorist#SuicideBomber#OperationSindoor#indiavspakistan

Advertisment
intelligence alert India anti terrorism operation breaking defence news terror threat India national security news Indian army operation India Pakistan tension viral terror audio JeM chief audio terrorism news India India security alert Pakistan terror groups Jaish e Mohammad Masood Azhar threat Operation Sindoor Odisha National News odisha reporter youtube national news in odia Odisha Reporter odia news latest odia news Odisha News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe