Advertisment

ଦିଲ୍ଲୀରେ ବଡ଼ ଧରଣର ଏନକାଉଣ୍ଟର || Bihar’s Most Wanted Gangsters Killed in Delhi Encounter || OR

author-image
Odisha Reporter

ଦିଲ୍ଲୀରେ ବଡ଼ ଧରଣର ଏନକାଉଣ୍ଟର | Bihar’s Most Wanted Gangsters Killed in Delhi Encounter | Odisha Reporter
ଦିଲ୍ଲୀରେ ବଡ଼ ଧରଣର ଏନକାଉଣ୍ଟର । ଦିଲ୍ଲୀ କ୍ରାଇମବ୍ରାଞ୍ଚ ଓ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ । ଘଟଣା ସ୍ଥଳରେ ୪ ଅପରାଧୀ ନିପାତ । ଦିଲ୍ଲୀ କ୍ରାଇମବ୍ରାଞ୍ଚ ଓ ବିହାର ପୋଲିସ ପକ୍ଷରୁ ମିଳିତ ଅପରେସନ । ବାହାଦୂର ଶାହ ମାର୍ଗରେ ହୋଇଛି ଏନକାଉଣ୍ଟର । ରୋହିଣୀ ସ୍ଥିତ ହସ୍ପିଟାଲରେ ଗୁରୁତର ଅବସ୍ଥାରେ କରାଯାଇଥିଲା ଭର୍ତ୍ତି । ସମସ୍ତ ୪ ଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ନିପାତ ସମସ୍ତ ୪ ଅଭିଯୁକ୍ତ ବିହାରର ହୋଇଥିବା ସୂଚନା ।
#Crime_NationalCapital#DelhiPolice_CrimeBranch#LawAndOrder_India#Encounter_BahadurShahMarg#PoliceAction#GangCrime#CriminalEncounter#InterStateOperation#PoliceEncounter_Delhi
#CrimeBranch_BiharCoordination#RohiniHospital_Update#OdishaReporter
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

Advertisment
Gangster killed on cam India police news Delhi top news OTV FeeDin Bihar criminals Delhi live news Police encounter footage Crime News India breaking news Delhi Police operation India Bihar gang news Sigma gangsters Delhi crime update On cam police encounter Gangster encounter Delhi Bihar crime news Delhi police action Sigma gang Bihar gangsters killed Delhi encounter odisha reporter youtube national news in odia Odisha Reporter