#ମାଇନିଂ_ଅଫିସରଙ୍କ_ସହ_ମାଫିଆଙ୍କ_ଲିଙ୍କ୍_ଅଛି- ରୁଦ୍ର
ବେଆଇନ ବାଲିଚାଲାଣ ପାଇଁ ହିଁ ସେ ସାମ୍ବାଦିକା ଭଉଣୀଙ୍କର ପ୍ରାଣ ଯାଇଛି। ବାଲି ମାଫିଆଙ୍କୁ ନେଇ ଅନେକ ଥର ମୁଁ ଆପତ୍ତି ଉଠାଇଛି, କିନ୍ତୁ ପଦକ୍ଷେପ କିଛି ନେଇ ନାହାନ୍ତି। ମାଇନିଂ ଅଫିସର ଚଢାଉ କରିବାକୁ ଆସିବା ବେଳେ ଖବର ପାଇଯାଉଛନ୍ତି ମାଫିଆ। ଯାହା ଜଣା ପଡୁଛି ମାଇନିଂ ଅଫିସରଙ୍କ ସହ ମାଫିଆଙ୍କ ଲିଙ୍କ୍ ରହୁଛି: ରୁଦ୍ର ମହାରଥୀ, ପୂର୍ବତନ ବିଧାୟକ, ପିପିଲି
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#illegalmines#sandchalam#Pipili#Odisha#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
