#କୋଟିଆ_ଓଡ଼ିଶାର_ଅବିଚ୍ଛ୍ୟଦ_ଅଙ୍ଗ #କେହି_ଅଲଗା_କରିପାରିବେନି
ଦୀର୍ଘ ଦିନରୁ ଆନ୍ଧ୍ରପ୍ରଦେଶ ତାର ଏଭଳି ଆଭିମୁଖ୍ୟ ଦେଖାଉଛନ୍ତି । ସୀମା ଅତିକ୍ରମ କରି କୋଟିଆ ଲୋକଙ୍କୁ ପ୍ରଭାବିତ କରୁଛନ୍ତି । ସବୁ ବିଭାଗର ଅଧିକାରୀଙ୍କୁ କହିଛୁ ଲୋକଙ୍କର ଯାହା ଆବଶ୍ୟକ ଅଛି ଦିଆଯିବ । ବାଧ୍ୟ ବାଧକତାରେ ଲୋକଙ୍କୁ ସାହାଯ୍ୟ କରୁଛନ୍ତି । ମାଉସୀ ହୋଇ ସାହାଯ୍ଯ କରୁଛନ୍ତି । ଆମେ ମା ଭଳି କରୁଛୁ । କୋଟିଆର ବିକାଶ ପାଇଁ ପୂର୍ଣ୍ଣକାଳୀନ ଅଫିସର ଙ୍କୁ ଦାୟିତ୍ଵ ଦିଆଯାଇଛି ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#SureshPujari#andhrapradesh#Kotiaissue#koraput
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us