#ବିଧାୟକଙ୍କ_ଦରମା_ବଢ଼ିଲା_ଦୁଃଖରେ_ବୁନ୍ଦି_ବାଣ୍ଟିଲେ_ଚାଷୀ
ବିଧାୟକଙ୍କ ଦରମା ବଢିଲା ହେଲେ ମିଠା ବାଣ୍ଟିଲେ ଚାଷୀ । ଏହି ମିଠା ଖୁସିରେ ନୁହେଁ ବରଂ ଅସନ୍ତୋଷ ପ୍ରକାଶ କରିଛନ୍ତି ପଦ୍ମପୁର ଅଞ୍ଚଳର ଚାଷୀ । ଗୋଟିଏ ପଟେ ସମଗ୍ର ରାଜ୍ୟରେ ଚାଷୀଙ୍କ ସମସ୍ୟା ଲାଗିରହିଛି ହେଲେ ଅନ୍ୟପଟେ ସମସ୍ତ ବିଧାୟକ ମାନଙ୍କ ଦରମା ତିନିଗୁଣା ବଢ଼ିଛି । ଆଉ ଏହାକୁ ନେଇ ପଦ୍ମପୁର ରାଜବୋରାସମ୍ବର କୃଷକ ସଂଗଠନ ପକ୍ଷରୁ ପଦ୍ମପୁର ମୁଖ୍ୟ ରାସ୍ତାରେ ଜନସାଧାରଣଙ୍କୁ ଓ ପଦ୍ମପୁର ଥାନାକୁ ଯାଇ ବୁନ୍ଦି ବାଣ୍ଟି ଅସନ୍ତୋଷ ପ୍ରକାଶ କରାଯାଇଛି ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#sweetdistribute#MLASalaryHike#bargarh#Farmers#Agitation
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us