Advertisment

ଆନ୍ନାଙ୍କ ଜମି ପାଇଁ ମୋଡି ହୋଇଥିଲା କି ନକ୍ସା ?ଭାଇନା କିଛି କରିପାରିନଥିଲେ |Berhampur Flyover Controversy |OR

author-image
Odisha Reporter

#5_ମୁଣ୍ଡ_ଗଡିବା_ପରେ_ଆସ୍ତେ_ଆସ୍ତେ_ପଦାକୁ_ଆସୁଛି_ବ୍ରିଜର_ସତ
ନବୀନଙ୍କ ଅମଳରେ ବ୍ରହ୍ମପୁର ବାସୀଙ୍କ ପାଇଁ ଲଦା ହୋଇଯାଇଥିବା ଏହି ଓଭର ବ୍ରିଜ ମୁଣ୍ଡ ପରେ ମୁଣ୍ଡ ଗଡ଼ାଉଛି। ଆଗକୁ ଆହୁରି କେତେ ମୁଣ୍ଡ ଗଡାଇବ ତାର କୌଣସି ହିସାବ ନାହିଁ। ହେଲେ ଏଠି ପ୍ରଶ୍ନ ଏମିତିକା ବ୍ରିଜ୍ ପାଇଁ ଡିପିଆର କିଏ ପ୍ରସ୍ତୁତ କରିଥିଲା। କାହାର ସ୍ବାର୍ଥ ସାଧନ ପାଇଁ ନକ୍ସାକୁ ମୋଡି ମକଚି ଏମିତିକା ଏକ ଓଭର ବ୍ରିଜ୍ କରାଗଲା କି ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#NaveenPatnaik#berhampur#severeaccident#SuryaNarayanPatra#PradeepPanigrahi

Advertisment
Odia News Political Odisha Development Reality Berhampur City News Odisha corruption news Flyover Design Failure public safety Odisha Odisha breaking news Berhampur Flyover Controversy Naveen Era Projects Odisha political news DPR Scam Odisha Flyover Accident Odisha Berhampur News Today Odisha Infrastructure Failure Naveen Patnaik Government Brahmapur Flyover News Berhampur Over Bridge Odisha Reporter odia news latest odia news