#ମୋହନ_ପଚାରିଲେ_ମୁଖ୍ୟମନ୍ତ୍ରୀଙ୍କ_ନାଁ_କଣ
ରାଷ୍ଟ୍ରପତିଙ୍କ ଘର ସମ୍ମୁଖରେ ରୋଚକ ଚିତ୍ର । ରାଷ୍ଟ୍ରପତିଙ୍କ ଘର ସାମ୍ନାରେ ଛିଡ଼ା ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଷ୍ଟ୍ରପତିଙ୍କୁ ଦେଖିବାକୁ ଆସିଥିବା ପିଲାଙ୍କ ସହିତ କରିଥିଲେ କଥାବାର୍ତ୍ତା । ଏଇ ଘର କାହାର, ବଡ଼ ହେଲେ କଣ ହେବ, ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନାଁ କଣ , ଦେଖିଛ କି ତାଙ୍କୁ ଏପରି ପ୍ରଶ୍ନ କରିଥିଲେ କୁନି କୁନି ପିଲାଙ୍କୁ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#mohanmajhi#president#interaction
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us