#୫_ମାସ_ଯାଏଁ_ପରିବାରର_ସମସ୍ତ_ଖର୍ଚ୍ଚ_ଉଠାଇବ_ସଂସ୍ଥା
ରାଉରକେଲା ବିମାନ ଦୁର୍ଘଟଣା: ମୃତକଙ୍କ ପରିବାରର ଜଣଙ୍କୁ ମିଳିବ ନିଯୁକ୍ତି। ଇଣ୍ଡିଆ ଏୟାର ୱାନ୍ ସିଇଓ ପ୍ରେମ କୁମାର ଗର୍ଗଙ୍କ ଘୋଷଣାଇଣ୍ଡିଆ ଏୟାର ୱାନ୍ ସଂସ୍ଥାରେ ପରିବାରର ଜଣଙ୍କୁ ଚାକିରି ମିଳିବ। ୫ ମାସ ଯାଏଁ ପରିବାରର ସମସ୍ତ ଖର୍ଚ୍ଚ ଉଠାଇବ ସଂସ୍ଥା। ମୃତକଙ୍କ ସମ୍ପର୍କୀୟ କହିଛନ୍ତି ରାଜ୍ୟର ମୋହନ ସରକାର ଏ ଘଟଣାରେ କିଛି ବି ପଦକ୍ଷେପ ନେଇନାହାନ୍ତି । ବିବେକ ଜାଗ୍ରତ ହୋଇନି ମୋହନ ସରକାରଙ୍କର।
#RourkelaPlaneCrash#IndiaAirOne#PlaneCrashOdisha#JobForVictimFamily#Compensation#OdishaReporter
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us