Advertisment

ପଟିଆରେ ମହାନ୍ତି ବାବୁଙ୍କ ସିକ୍ରେଟ୍ ଅଫିସ୍, କୋଇଲାରୁ ଖୋଳ |Vigilance Raid |Mining Officer Debabrata Mohanty

author-image
Odisha Reporter

#ପଟିଆରେ_ମହାନ୍ତି_ବାବୁଙ୍କ_ସିକ୍ରେଟ୍_ଅଫିସ୍ !
ମହାନ୍ତି ବାବୁଙ୍କ ଲୋଭକୁ ମାନିବାକୁ ପଡ଼ିବ, ଟଙ୍କା ୩୦ ହଜାର ବି ଛାଡିଲେନି। ଘରେ ଅଛି କୋଟି କୋଟି ଟଙ୍କା ତଥାପି ଲୋଭରେ ୩୦ ହଜାର ନେଲାବେଳେ ଧରା ପଡିଗଲେ। ଜଣେ କୋଇଲା ବ୍ୟବସାୟୀଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନସ୍ । ସବୁଠାରୁ ବଡ଼ କଥା ହେଉଛି ବାବୁଙ୍କ ଲୁକ୍। ସାଧା ସିଧା ଯେମିତି କିଏ ବି ଜାଣି ପାରିବେନି ଏମିତି ଏତେ ବଡ଼ ଜଣେ ଲାଞ୍ଚୁଆ ବୋଲି।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#Patia#MahantiBabu#VigilanceRaid#CoalScam#OdishaNews#Bhubaneswar#BriberyCase#4CroreSeizure#MiningScam#OdishaVigilance#CorruptionExposed

Advertisment
Debabrata Mohanty Odisha news channel coal businessman bribe case Patia news update bribe taking officer caught vigilance raid video corruption exposed Odisha Patia latest news bribery case Odisha Odisha viral news today Bhubaneswar vigilance Odisha breaking news 30000 bribe case Odisha corruption news Patia secret office odisha vigilance raid Patia bribery case Odisha National News odia news live Odisha Reporter Odisha News